Browsing Tag

tweet

ଟ୍ୱିଟ୍ କରି ସତର୍କ କରାଇଲେ ବାଚସ୍ପତି

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନାମରେ ଫେକ୍ ହ୍ୱାଟସଆପ ଆକାଉଣ୍ଟ। ଏହି ଫେକ୍ ଓ୍ୱାଟସଆପ ଡିପିରେ ବାଚସ୍ପତି ଓମ୍ ବିର୍ଲାଙ୍କ ଫଟୋ ରଖି ସାଂସଦ ମାନଙ୍କୁ ମାସେଜ୍ ପଠାଇବା ଉଦ୍ୟମ କରାଯାଉଥିଲା। ଲୋକସଭା ବାଚସ୍ପତି ଓମ ବିର୍ଲା ଏ ବାବଦରେ ଅବଗତ ହେବା ପରେ ଟୁଇଟ କରି କହିଛନ୍ତି…

ବିକିନି ହେଉ କି ଓଢଣୀ କିମ୍ବା ଜିନ୍ସ ହେଉ ଅବା ହିଜାବ୍ ପିନ୍ଧିବା ମହିଳାଙ୍କ ଅଧିକାର: ପ୍ରିୟଙ୍କା ଗାନ୍ଧୀ

ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): କର୍ଣ୍ଣାଟକର କେତେକ କଲେଜରେ ହିଜାବକୁ ନେଇ ଏକ ପ୍ରଦର୍ଶନ ଆରମ୍ଭ ହୋଇଥିଲା, ଯେଉଁଥିପାଇଁ ଏକ ବଡ ବିବାଦ ଉପୁଜିଥିଲା । ଅନେକ ସ୍ଥାନରେ ପଥର ଫିଙ୍ଗିବା ଘଟଣା ମଧ୍ୟ ଖବର ପ୍ରକାଶ ପାଇଥିଲା । ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ପ୍ରିୟଙ୍କା ଗାନ୍ଧୀ…