ମହିଳାମାନେ କଦାପି ଖୋଲା କେଶରେ ତୁଳସୀ ରେ ଜଳ ଦେବା ଉଚିତ ନୁହେଁ, ଜୀବନ କୁ ମାଡି ଆସିଥାଏ ବିପଦ
ତୁଳସୀ ବୃକ୍ଷ ହେଉଛି ଗୋଟିଏ ଏପରି ବୃକ୍ଷ ଯାହାର ଆମ ହିନ୍ଦୁ ଧର୍ମରେ ଜନ୍ମ ରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ମହତ୍ୱ ରହିଛି l ହିନ୍ଦୁ ଘରର ମାନ୍ୟତା ଅନୁସାରେ ଘର ଅଗଣାରେ ତୁଳସୀ ବୃକ୍ଷ ରହିବା ଦ୍ୱାରା ଘରକୁ ସକାରାତ୍ମକ ଶକ୍ତି ଆସିଥାଏ l ତୁଳସୀ ବୃକ୍ଷ ଘରର ବାତାବରଣ ରେ ଶୁଦ୍ଧତା ଆଣିଥାଏ ଓ…