ଟୁଡୁ-ଓରାମ ପ୍ରସଙ୍ଗ ଦିଲ୍ଲୀରେ ପହଞ୍ଚିଲା
ଓଡ଼ିଶା ଫାଷ୍ଟ(ବ୍ୟୁରୋ):କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁ ଓ ସାଂସଦ ଜୁଏଲ୍ ଓରାମଙ୍କ ଆଚରଣ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମନ୍ତ୍ରୀ ଓ ସାଂସଦ ପରି ଦାୟିତ୍ୱସମ୍ପନ୍ନ ପଦର ଅଧିକାରୀ ହୋଇଥିଲେ ହେଁ ଦୁହିଁଁଙ୍କ ଆଚରଣକୁ ନେଇ ସ୍ୱାଭାବିକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।…