Browsing Tag

try these tips

ବହୁଦିନ ହେବ ଚେଷ୍ଟା କରିବା ସତ୍ୱେ ଗର୍ଭବତୀ ହେବାରେ ହେଉଛନ୍ତି କି ଅସଫଳ, ଆପଣାନ୍ତୁ ଏହି ଟିପ୍ସ

ମାଆ ହେବା ଗୋଟେ ମହିଳାଙ୍କ ପାଇଁ ସବୁଠୁ ବଡ ଖୁସି । ବିବାହ ପରେ ଜୀବନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗୁଡ଼ିକର ମଧ୍ୟରେ ପରିବାର ଯୋଜନା ଏକ ବଡ଼ ଅଂଶ । ଅନେକ ମହିଳା ବିବାହ ପରେ ମାଆ ହେବାକୁ ଚେଷ୍ଟା କରନ୍ତି । କିନ୍ତୁ ଅନେକ ଥର ମହିଳାମାନେ ଗର୍ଭଧାରଣ କରିବାରେ ଅସୁବିଧାର ସମ୍ମୁଖୀନ…

ଆପଣଙ୍କ ପିଲା ଜିଦ୍ଦି କରୁଛନ୍ତି କି, ଆପଣାନ୍ତୁ ଏହି ଟିପ୍ସ

ମାଆ ବାପା ଛୁଆଙ୍କ ପାଇଁ କେତେ ଛୋଟ ବଡ଼ ତ୍ୟାଗ କରିଥାନ୍ତି । ପିଲାର ସବୁ ଜିଦ୍ଦି ପୁରା କରନ୍ତି । ଏମିତି ଛୁଆ ବେଶୀ ଯିଦ୍ଦି ହୁଅନ୍ତି । ଏହା ଜରୁରୀ ନୁହେ କି ମାତା ପିତା ସବୁ ଜିଦ୍ଦି ପୁରା କରିବେ । କେତେ ଟାଇମ ଯଦି ବେଶୀ ଜିଦ୍ଦି କଲେ ତ ତାକୁ ଗାଳି କରି କି ମାରି ଜିଦ୍ଦି ବନ୍ଦ କରିବାକୁ…