ଏମଏଲଏ କଲୋନୀ ଗଛକଟାକୁ ବିରୋଧ : ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ବିଧାୟକ
ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଯେଉଁଠି ରାଜ୍ୟ ସରକାର ଗଛ ଲଗାଅ ଜୀବନ ବଞ୍ଚାଅର ନାରା ଦେଉଥିବା ବେଳେ ଅନ୍ୟ ପଟେ ୭୮୦ଟି ଗଛ କାଟିବାକୁ ଲକ୍ଷ୍ୟ ରଖିଛନ୍ତି । ବିଧାୟକଙ୍କ ସୁବିଧା ପାଇଁ ବହୁତଳ କୋଠା ସହ ସେଠାରେ ଗାର୍ଡେନ୍, ଜିମ୍, ବିଶ୍ରାମ ଗୃହ, ପାର୍କିଂ ବ୍ୟବସ୍ଥା ରହିବ।…