କେଉଁ କେଉଁ ସ୍ଥାନକୁ ଯାଇଥିଲେ ରାଜ୍ୟର ୫ମ କରୋନା ଆକ୍ରାନ୍ତ, ପଢନ୍ତୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସରକାରଙ୍କ ତରଫରୁ ରାଜ୍ୟର ୫ମ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ଭୁବନେଶ୍ୱର ସୂର୍ଯ୍ୟନଗରର ପ୍ରଦୀପ୍ତ ଦଳବେହେରା (୬୦) ଗତ ମାର୍ଚ୍ଚ ୫ ତାରିଖରେ ସୂର୍ଯ୍ୟନଗରରେ ଥିବା ମହାଶକ୍ତି କ୍ଲିନିକକୁ କାଶ, ଥଣ୍ଡା ଦେଖାଇବାକୁ ଯାଇଥିଲେ । ଔଷଧରେ ଉପଶମ ନମିଳିବାରୁ…