Browsing Tag

Train Cancel

‘ଅଗ୍ନିପଥ’କୁ ବିରୋଧ : ୪୦ରୁ ଊର୍ଦ୍ଧ୍ଵ ଟ୍ରେନ୍ ବାତିଲ

ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ସାରା ଦେଶରେ ଅଗ୍ନିପଥ ଯୋଜନାକୁ ବିରୋଧ କରି ସବୁଠି ହିଂସା ଓ ଆନ୍ଦୋଳନ ଦେଖିବାକୁ ମିଳୁଛି । ଆନ୍ଦୋଳନରେ ବିଶେଷ ପ୍ରଭାବିତ ହୋଇଛି ଟ୍ରେନ୍ ସେବା। ‘ଅଗ୍ନିପଥ’କୁ ବିରୋଧ ଯୋଗୁ ୪୦ରୁ ଊର୍ଦ୍ଧ୍ଵ ଟ୍ରେନ୍ ବାତିଲ କରାଯାଇଛି । ଗତକାଲି ରେଳ ବିଭାଗ ପକ୍ଷରୁ…