କଳାକାଚ ହଟାଇବା ଅଭିଯାନ: ୨୫୫୦୦ ଟଙ୍କା ଜୋରିମାନା ଆଦାୟ
ଭୁବନେଶ୍ୱର: କଳାକାଚ ଲଗାଇ ଅନେକ ସମୟରେ ଅପରାଧ ଘଟାଉଛନ୍ତି ଅପରାଧ । ଏହି କାରଣ ପାଇଁ ଭୁବନେଶ୍ବର ଟ୍ରାଫିକ ପୋଲିସ ପକ୍ଷରୁ କଳାକାଚ ହଟାଇବା ଅଭିଯାନ ଆରମ୍ଭ ହୋଇଛି । ଦୁଇଦିନରେ ୫୧ଟି ଗାଡିରୁ ଜୋରିମାନା ଆଦାୟ କରାଯାଇଛି ।
ଆଗକୁ କଳାକାଚ ଲଗାଇଥିବା ଗାଡ଼ିରେ ଚଢାଉ ଜୋରଦାର ହେବ ବୋଲି…