ରାଜ୍ୟରେ ୫୦ କୋଟି ଖର୍ଚ୍ଚରେ ସବୁ ଡ୍ୟାମ୍ ପର୍ଯ୍ୟଟନସ୍ଥଳ ହେବ
ଭୁବନେଶ୍ୱର : ଓଡ଼ିଶା ସରକାର ଏସବୁ ସ୍ଥାନର ବିକାଶ କରି ଏଗୁଡ଼ିକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାପାଇଁ ଚିନ୍ତା କରିଛନ୍ତି । ଆଗାମୀ ତିନିବର୍ଷରେ ଏଥିପାଇଁ ରାଜ୍ୟ ସରକାର ୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି ।
ରାଜ୍ୟରେ ୧୬୩ଟି ବଡ଼ ଡ୍ୟାମ୍ ରହିଥିବା ବେଳେ ସେଥିମଧ୍ୟରୁ ପ୍ରଥମ…