ଓଡ଼ିଶାକୁ ୨୦୧୬, ୧୭ ସମୂହ ଖାଦ୍ୟଶସ୍ୟ ଉତ୍ପାଦନ ପୁରସ୍କାର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ସରକାର ପକ୍ଷରୁ ୨୦୧୬ - ୧୭ "ସମୂହ ଖାଦ୍ୟଶସ୍ୟ ଉତ୍ପାଦନ" "ପ୍ରଶଂସା ପୁରସ୍କାର" ଓଡ଼ିଶାକୁ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପୁରସ୍କାର କୃଷି ମନ୍ତ୍ରୀ ଡା ଅରୁଣ କୁମାର ସାହୁଙ୍କୁ ପ୍ରଦାନ କରିଛନ୍ତି । ଏହି ପୁରସ୍କାର ସହ ଏକ…