ଗାଁରେ ଟମାଟୋ କିଲୋ ୮୦ ଛୁଇଁଲାଣି
ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବଢୁଛି ଟମାଟୋ ଦର । କେବଳ ସହର ନୁହେଁ ଗାଁ ହାଟରେ ବି ବିଲାତି କିଲୋ ୮୦ ଟଙ୍କା । ସେହିପରି ପୋଟଳ କିଲୋ ୮୦ ଟଙ୍କା ଛୁଇଁଲାଣି । ପନିପରିବା ଅହେତୁକର ଦର ବୃଦ୍ଧି ଗରିବ ଖାଉଟିଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
ସେହିପରି ପରିବା ବେପାର…