ଟମାଟୋ ଫ୍ଲୁକୁ ନେଇ ଆତଙ୍କିତ ହେବାର ନାହିଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଗତ କିଛି ଦିନ ହେବ ରାଜ୍ୟରେ ଟମାଟୋ ଫ୍ଲୁକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଏଥିପ୍ରତି ଅଧିକ ଭୟ କରିବା ଅନୁଚିତ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ହାତ, ପାଦ ଓ ପାଟିରେ ଦେଖା ଯାଉଥିବା ରୋଗ ଟମାଟୋ ଫ୍ଲୁ…