Browsing Tag

tokyo olympics

୬୫ କିଗ୍ରା ଫ୍ରିଷ୍ଟାଇଲ କୁସ୍ତି ସେମି-ଫାଇନାଲରେ ବଜରଙ୍ଗ ପୁନିଆ ପରାସ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତର ତାରକା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ପୁରୁଷ ଫ୍ରିଷ୍ଟାଇଲ ୬୫ କିଲୋଗ୍ରାମ କୁସ୍ତି ସେମି-ଫାଇନାଲରେ ଅଜରବୈଜାନର ହାଜି ଆଲିଏଭଙ୍କଠାରୁ ହାରିଯାଇଛନ୍ତି । ଏହି ବିଜୟ ସହ ଆଲିଏଭ ଫାଇନାଲରେ ପ୍ରବେଶ କରିଛନ୍ତି । ତେବେ ପୁନିଆ ଏବେ ବ୍ରୋଞ୍ଜ ପଦକ ପାଇଁ ଲଢିବେ…

ପରାଜୟ ପରେ ମହିଳା ହକି କୋଚ ପଦରୁ ଇସ୍ତଫା ଦେଲେ ସୋର୍ଡ ମାରିନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତୀୟ ମହିଳା ହକି ଦଳର ପ୍ରଶିକ୍ଷକ ସୋର୍ଡ ମାରିନ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ଦଳ ହାରିଯିବା ପରେ କୋଚ୍‌ ଭାବରେ ଅଲିମ୍ପିକ୍ସ ତାଙ୍କର ଶେଷ ଟୁର୍ନାମେଣ୍ଟ ଥିଲା ବୋଲି ସୋର୍ଡ ମାରିନ ଶୁକ୍ରବାର ଦିନ ଘୋଷଣା କରିଛନ୍ତି। ସୂଚନା…

ପୁରୁଷ ହକି ଦଳର ବ୍ରୋଞ୍ଚ ବିଜୟ ପରେ ବୁର୍ଜ ଖଲିଫା ସାମ୍ନାରେ ଉତ୍ସବ ମନାଇଲେ ପ୍ରବାସୀ ଓଡ଼ିଆ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟୋକିଓ ଅଲିମ୍ପିକରେ ଭାରତୀୟ ପୁରୁଷ ହକି ଦଳର ବ୍ରୋଞ୍ଚ ବିଜୟ ପରେ ଏବେ ସାରା ଦେଶ ଉତ୍ସବମୂଖର ହୋଇପଡିଛି | ଆଉ ଭାରତୀୟ ହକି ଦଳରେ ଏକ ପ୍ରମୁଖ ଯୋଗଦାନ ଥିବା ଓଡ଼ିଶାବାସୀ ମଧ୍ୟ ଆଜି ଗର୍ବିତ ଅନୁଭବ କରୁଛନ୍ତି | କାରଣ ୨୦୧୮ ମସିହାରେ ହକିର ପ୍ରାୟୋଜକ ଭାବେ ସାହାରା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ମହିଳା ହକି ଦଳ ସହ କଥା ହୋଇ ଟୋକିଓ ଅଲିମ୍ପିକ୍ସରେ ବ୍ଲୁ ପ୍ରଦର୍ଶନକୁ…

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଭାରତୀୟ ମହିଳା ହକି ଦଳ ସହ କଥା ହୋଇ ଟୋକିଓ ଅଲିମ୍ପିକ୍ସରେ ବ୍ଲୁ ପ୍ରଦର୍ଶନକୁ ମହିଳାଙ୍କୁ ପ୍ରଶଂସା କରିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ସେମାନଙ୍କର ଷ୍ଟାର୍ ସୋକୁ ପ୍ରଶଂସା କରି ପିଏମ ମୋଦୀ ଭିଡିଓ କନଫରେନ୍ସ…

Tokyo:Olympics: ବେଲଜିୟମ ଠାରୁ ସେମିଫାଇନାଲରେ ୫-୨ ଗୋଲରେ ଭାରତ ପରାସ୍ତ

ଟୋକିଓ ଅଲିମ୍ପିକ୍ସର ଆଜି ଦ୍ୱାଦଶ ଦିନରେ ଭାରତକୁ ଲାଗିଛି ଝଟକା । ୪୧ ବର୍ଷ ପରେ ଫାଇନାଲରେ ପ୍ରବେଶ କରିବାର ସୁଯୋଗ ହାତଛଡ଼ା କରିଛି ଭାରତୀୟ ପୁରୁଷ ହକି ଦଳ । ସେମି ଫାଇନାଲ ମୁକାବିଲାରେ କଡ୍ଡା ଟକ୍କର ସତ୍ତ୍ୱେ ହାରିଛି ଭାରତୀୟ ହକି ଦଳ । ବେଲଜିୟମଠୁ ୫-୨ ହାରିଛି ଭାରତୀୟ ଦଳ । ଏବେ…

ଭାରତୀୟ ହକି ଟିମକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟୋକିଓ ଅଲମ୍ପିକ୍ସରେ ପ୍ରଥମ ଥର ପାଇଁ ସେମିଫାଇନାଲରେ ପହଞ୍ଚିଛି ଭାରତୀୟ ମହିଳା ହକି ଟିମ୍। ଏଥିପାଇଁ ଟ୍ୱିଟ କରି ଭାରତୀୟ ମହିଳା ହକି ଦଳର ବିଜୟରେ ଖୁସି ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ଥର ପାଇଁ ଭାରତୀୟ ମହିଳା ହକି ଟିମ୍‌…

ଟୋକିଓ ଅଲିମ୍ପିକ୍ସ: ୪୯ ବର୍ଷ ପରେ ସେମି ଫାଇନାଲରେ ଭାରତୀୟ ହକି ଦଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତ । ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକି ଟିମ୍ ଦମଦାର ପ୍ରଦର୍ଶନ କରିବା ସହ ସେମିଫାଇନାଲକୁ ଉନ୍ନୀତ ହୋଇଛି । ଆଜିର ମ୍ୟାଚରେ ଭାରତ ପୁରୁଷ ହକି ଟିମର ପ୍ରଦର୍ଶନ ଇତିହାସ ଏଥିପାଇ ରଚିଛି । କାରଣ ଦୀର୍ଘ ୪୦ ବର୍ଷ ପରେ ଭାରତୀୟ…

ଟୋକିଓ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ, ବ୍ରୋଞ୍ଚ ଆଣିଲେ ସୁନା ଝିଅ ସିନ୍ଧୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଲିମ୍ପିକ୍ସରେ ଭାରତ ହାତେଇଲା ଆଉ ଏକ ପଦକ । ସୁନା ଝିଅ ସିନ୍ଧୁ ବ୍ରୋଞ୍ଚ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି । ଟୋକିଓ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନ କ୍ରୀଡ଼ାରେ ଭାଗ ନେଇଥିବା ପିଭି ସିନ୍ଧୁ ପୁଣି ଦେଶକୁ ଗୌରବାନ୍ୱିତ କରିଛନ୍ତି । ମିରାବାଇଙ୍କ ପରେ ପିଭି ସିନ୍ଧୁ…

୧୦୦ ମିଟର ଦୌଡରେ ସପ୍ତମ ସ୍ଥାନରେ ଦୂତୀ ଚାନ୍ଦ

ନିରାଶ କଲେ ଓଡ଼ିଶାର ଦୌଡ଼ରାଣୀ ଦୂତୀ ଚାନ୍ଦ । ଟୋକିଓ ଅଲିମ୍ପିକ୍ସ ଶହେ ମିଟର ରେସ୍ ହିଟ ରାଉଣ୍ଡରେ ନିରାଶ କଲେ ଦୂତୀ। ଶହେ ମିଟର ଦୌଡ଼ (ରାଉଣ୍ଡ-୧)ର ହିଟ-୫ରେ ସେ ଦୌଡ଼ିଥିଲେ । ଶହେ ମିଟର ଅତିକ୍ରମ କରିବା ପାଇଁ ସେ ୧୧.୫୪ ସେକେଣ୍ଡ ନେଇଥିଲେ । ଫଳରେ ତାଙ୍କ ୨ୟ ରାଉଣ୍ଡକୁ ଯିବାର ଆଶା…

ଟୋକିଓ ଅଲିମ୍ପିକ୍ସ : ବକ୍ସିଂ କ୍ୱାର୍ଟରରେ ସତୀଶ କୁମାର

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଭାରତକୁ ଆଉ ଏକ ସଫଳତା । ବକ୍ସିଂ କ୍ବାର୍ଟରରେ ଭାରତର ସତୀଶ କୁମାର । ବକ୍ସିଂ ସୁପର ହେଭି ୯୧ କେଜି ବର୍ଗର କ୍ବାର୍ଟରରେ ପ୍ରବେଶ କରିଛନ୍ତି ଭାରତୀୟ ବକ୍ସର ସତୀଶ କୁମାର । ପ୍ରତିଦ୍ୱନ୍ଦୀ ଜାମାଇକାର ରିକାର୍ଡୋ ବ୍ରାଉନଙ୍କୁ ୪-୧ରେ ପରାସ୍ତ କଲେ ସତୀଶ । ଟୋକିଓ…