Browsing Tag

toilet

୧୯% ପରିବାର ଶୌଚାଳୟ ସୁବିଧାରୁ ବଞ୍ଚିତ

ନୂଆଦିଲ୍ଲୀ : ଭାରତ ସରକାର ଯଦିଓ ୨୦୧୯ରୁ ଦେଶକୁ ବାହ୍ୟ ମଳମୁକ୍ତ ଘୋଷଣା କରିସାରିଛନ୍ତି, ତେବେ ଏହି ଘୋଷଣା ଏପର୍ଯ୍ୟନ୍ତ ଶହେ ପ୍ରତିଶତ ସତ ପ୍ରମାଣିତ ହୋଇପାରିନାହିଁ । ନିକଟରେ ଏନ୍ଏଫ୍ଏଚ୍ଏସ୍ (ନ୍ୟାସନାଲ ଫ୍ୟାମିଲି ହେଲଥ୍ ସର୍ଭେ) ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟ ଅନୁଯାୟୀ…