Browsing Tag

Today is the Indian New Year

ଆଜି ଭାରତୀୟ ନବବର୍ଷ

ଭୁବନେଶ୍ୱର : ପ୍ରାଚୀନ ଭାରତୀୟ ଶାସ୍ତ୍ର ଅନୁସାରେ ଭଗବାନ ବ୍ରହ୍ମା ଯେଉଁ ଦିନ ସୃଷ୍ଟିର ସର୍ଜନା କରିଥିଲେ ସେବେଠାରୁ ସମୟ ବା କାଳର ଗଣନା ଆରମ୍ଭ ହୋଇଥିଲା। ଆଉ ସୃଷ୍ଟି ଆରମ୍ଭର ପ୍ରଥମ ଦିନ ଥିଲା ଚୈତ୍ର ଶୁକ୍ଳ ପ୍ରତିପଦା। ସେବେଠାରୁ ପ୍ରତିବର୍ଷ ଏହି ତିଥୀକୁ ନୂଆ ବର୍ଷ ଭାବେ ପାଳନ କରାଯାଇ…