ସଂଶୋଧନ ହେବ ତିନି ତଲାକ୍ ବିଲ୍, ଆଜି ଲୋକ ସଭାରେ ଆଲୋଚନା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତତ୍କାଳ ତିନି ତଲାକ୍ ପ୍ରଥାକୁ ଦଣ୍ଡନୀୟ ଅପରାଧ କରିବା ଲାଗି ଅଣାଯାଇଥିବା ବିଲ୍ ଉପରେ ଗୁରୁବାର ଲୋକ ସଭାରେ ବିତର୍କ ହେବ । ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ କୁହାଯାଉଥିବା ଏହି ବିଲ୍ ଉପରେ ଆଲୋଚନା ଲାଗି କଂଗ୍ରେସ ଗତ ସପ୍ତାହରେ ରାଜି ହେବା ପରେ ୨୭ ତାରିଖରେ…