ଆଜିର ୧୮ ଜଣଙ୍କ ମଧ୍ୟରୁ ୧୬ ଜଣ ବିମୀଖାଲ ଅଞ୍ଚଳର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଗୋଟିଏ ଦିନରେ ରାଜଧାନୀରୁ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୧୮ଜଣଙ୍କ ମଧ୍ୟରୁ ୧୬ଜଣ ବମୀଖାଲ ଅଞ୍ଚଳର । ଆଜି ସକାଳେ ୨ଜଣ ପଜେଟିବ ଙ୍କ ମଧ୍ୟରୁ ଜଣେ ବମୀଖାଲ ଅଞ୍ଚଳ ହୋଇଥିବା ବେଳେ, ବର୍ତ୍ତମାନ ୧୬ ଜଣ ପଜେଟିବଙ୍କ ମଧ୍ୟରୁ ୧୫ଜଣ ବମୀଖାଲ ଅଞ୍ଚଳ…