ପଶ୍ଚିମବଙ୍ଗ ଭଳି ଓଡ଼ିଶା ସରକାର ବି ଭୋଗିବେ ସମଦଶା: ଧର୍ମେନ୍ଦ୍ର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଶ୍ଚିମବଙ୍ଗ ଓ ଓଡ଼ିଶାରେ ରାଜ୍ୟ ସରକାର ନିଜେ ଚିଟ୍ଫଣ୍ଡ ଦୁର୍ନୀତିର ଲାଭାର୍ଥୀ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଭୟ ରାଜ୍ୟର ସରକାର ସାରଦା, ସିସୋର, ଅର୍ଥତତ୍ତ୍ୱ ଭଳି ଚିଟ୍ଫଣ୍ଡ କମ୍ପାନୀର ପୃଷ୍ଠପୋଷକ ଥିଲେ ।…