ଅଦାଲତ ଅବମାନନାର ଉତ୍ତର ଦାଖଲ ପାଇଁ ସଚିବ କ୍ରିଷ୍ଣ କୁମାରଙ୍କ ନିର୍ଦ୍ଦେଶ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ତ୍ତ ବିଭାଗରେ ପଡିରହିଥିବା ମାମଲାର ସମୀକ୍ଷା ଅବସରରେ ବିଭାଗୀୟ ଶାସନ ସଚିବ ଡକ୍ଟର କ୍ରିଷ୍ଣ କୁମାର ବିଭାଗୀୟ ଅଧିକାରୀମାନଙ୍କୁ ଚଳିତମାସ ଶେଷ ସୁଦ୍ଧା ଅଦାଲତ ଅବମାନନା ମାମଲାର ଉତ୍ତର ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଫଳରେ ପୂର୍ତ୍ତ ବିଭାଗର ୬୮୦୦…