ଗଙ୍ଗା ଜଳରେ ପବିତ୍ର ହୋଇ ଟିଏମ୍ସିରେ ମିଶିଲେ ୩୦୦ ବିଜେପି କର୍ମୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଶ୍ଚିମବଙ୍ଗରେ ଶନିବାର ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି। କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମ୍ସି)କୁ ଫେରିବାକୁ ବର୍ତ୍ତମାନ ବିରୋଧୀ ଦଳର ଅଧିକାଂଶ ନେତା ଓ କର୍ମୀ ଆଗ୍ରହ ପ୍ରକାଶ କରୁଛନ୍ତି। ତଦନୁଯାୟୀ ବୀରଭୂମ ଜିଲ୍ଲାରେ ବିଜେପିର ପ୍ରାୟ ୩୦୦ କର୍ମୀ…