ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ଟ୍ରେନର ରହଣିସ୍ଥଳ ଅନ୍ୟତ୍ର କରିବାକୁ ଦାବି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାହାର ରାଜ୍ୟରୁ ଆସୁଥିବା ଟ୍ରେନ ଗୁଡିକ ଷ୍ଟପେଜ ଅନ୍ୟତ୍ର କରିବାକୁ ମୁଖ୍ୟଶାସନ ସଚିବକଙ୍କୁ ଟିଟିଲାଗଡ଼ ନାଗରିକ ମଞ୍ଚ ତରଫରୁ ଅନୁରୋଧ କରାଯାଇଛି । ଗତକାଲି ପ୍ରବାସୀ ଓଡିଆଙ୍କୁ ନେଇ ଟିଟିଲାଗଡ଼ ଷ୍ଟେସନରେ ସ୍ୱତନ୍ତ୍ର ଟ୍ରେନ ପହଞ୍ଚିଥିଲା । ଷ୍ଟେସନରେ ଶହଶହ ଲୋକଙ୍କ…