Browsing Tag

ticket

ବାରବାଟୀରେ ଟି-୨୦: ଟିକେଟ କିଣିବାକୁ ନେଇ ମହାଯୁଦ୍ଧ

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବାରବାଟୀରେ ଟି-୨୦ ମ୍ୟାଚ ପାଇଁ ଚାଲିଛି ଟିକେଟ ବିକ୍ରି । କ୍ରିକେଟ ମ୍ୟାଚକୁ ନେଇ ଲୋକଙ୍କ ଗହଳି ଲାଗିରହିଛି । ଏହାରି ଭିତରେ ଟିକେଟ ନେବା ପାଇଁ ମହାଯୁଦ୍ଧ ଦେଖିବାକୁ ମିଳିଛି । ଟିକେଟ କାଉଣ୍ଟର ସାମ୍ନାରେ ମହିଳାଙ୍କ ଭିତରେ ମାରପିଟ ହେଉଥିବା ଦେଖିବାକୁ…

ମହିଳା ଟିକେଟ କାଉଣ୍ଟର ଆଗରେ ଧସ୍ତାଧସ୍ତି, ପୋଲିସର ମୃଦୁ ଲାଠିଚାଳନା

କଟକ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ବାରବାଟୀରେ ଟି-ଟେ୍ଵଣ୍ଟି ଟିକେଟ ପାଇଁ ମହିଳା କାଉଣ୍ଟର ଆଗରେ ଧସ୍ତାଧସ୍ତି ହେବାକୁ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଥିଲା। ଅନ୍ୟ କାଉଣ୍ଟର ଗୁଡ଼ିକ ଆଗରେ ବି ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ପୋଲିସ ଲାଠିଚାଳନା ସହ ପାଣି ମାଡ଼ କରିଥିଲା।…

କାଉଣ୍ଟରରୁ ଟିକେଟ ପାଇଁ ରାତିରୁ ଲମ୍ବା ଲାଇନ୍

କଟକ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆସନ୍ତା ୧୨ ତାରିଖରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ। ଆଜିଠୁ କାଉଣ୍ଟରରେ ଟିକେଟ ବିକ୍ରି ହେବ। କାଉଣ୍ଟର ଆଗରେ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଟିକେଟ ପାଇଁ ରାତିରୁ କାଉଣ୍ଟର ଆଗରେ ଲମ୍ବା ଧାଡିରେ…

ବାରବାଟୀ ଟି-20; ଅଫ୍‌ଲାଇନ୍‌ରେ ଟିକେଟ୍ ବିକ୍ରି

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜିଠୁ ବାରବାଟୀ ଟି-ଟ୍ୱେଣ୍ଟି ମ୍ୟାଚପାଇଁ ଅଫ୍ଲାଇନ୍ରେ ଟିକେଟ ବିକ୍ରି ହେବ। ଓସିଏ ସହିତ ଅନୁବନ୍ଧିତ ଥିବା ସଂଘ, ସ୍କୁଲ, କଲେଜ, କ୍ଲବ ଓ ଅନୁଷ୍ଠାନ ଆଜି ଟିକେଟ କିଣିପାରିବେ। ଏହି ବର୍ଗରେ ୮ ହଜାର ଟିକେଟ ବିକ୍ରି ହେବ। ଓସିଓ କନ୍ଫରେନ୍ସ ହଲରେ ସକାଳ ୧୦…

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ଼ ଘଟଣା : ୩ କର୍ମଚାରୀଙ୍କୁ ବାନ୍ଧିଲା ପୋଲିସ

ବାରଙ୍ଗ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ନନ୍ଦନକାନନରେ ସଫାରୀ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ପର୍ଯ୍ୟଟକଙ୍କୁ ଆକ୍ରମଣ। ଗୋଡ଼ାଇ ଗୋଡ଼ାଇ ପିଟିଲେ। ଲହୁ ଲୁହାଣ କଲେ । ଆକ୍ରମଣର ଶିକାର ହେଲେ ଛତିଶଗଡ଼ରୁ ଆସିଥିବା ପର୍ଯ୍ୟଟକ। ଏନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ୍ ୩ ଜଣ ଆକ୍ରମଣକାରୀଙ୍କୁ…

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର, ଏୟାର ଟିକେଟ୍‌ ଉପରେ ମିଳିବ ୨୦% ରିହାତି

ନୂଆଦିଲ୍ଲୀ ୨୨/୧୨: ବିମାନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ଅଛି। ଯଦି ଆପଣ କରୋନା ଭ୍ୟାକ୍ସିନର ଉଭୟ ଡୋଜ ନେଇଛନ୍ତି, ତେବେ ବର୍ତ୍ତମାନ ଆପଣ ୨୦% ରିହାତି ସହିତ ଯାତ୍ରା କରିପାରିବେ। ଏୟାରଲାଇନ୍ସ କମ୍ପାନୀ ଗୋ ଏୟାର ଆପଣଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଫର ଆଣିଛି, ଯାହା ଅଧୀନରେ…