Browsing Tag

thunder

କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ ପୁଣି ତାତି ବଢ଼ିଥିବା ବେଳେ ଆଶ୍ୱସ୍ତି ଆଣିଛି କାଳବୈଖାଖୀ । ଯେଉଁଭଳି ଭାବରେ ରାଜ୍ୟରେ ତାତିର ପ୍ରକୋପ ଜାରି ରହିଥିଲା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଥିଲା। ତେବେ ରାଜ୍ୟରେ ବର୍ଷା…

ବଜ୍ରପାତ: ୨ ମୃତ, ୨ ଗୁରୁତର

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ବଜ୍ରପାତରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ପଣସଡିହାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଦୁଇ ଗୁରୁତରଙ୍କୁ ଠାକୁରମୁଣ୍ଡା…

ବଜ୍ରପାତରେ ୩୩ ଜଣଙ୍କ ମୃତ୍ୟୁ

ପାଟଣା(ଓଡ଼ିଶା ଫାଷ୍ଟ ବ୍ୟୁରୋ): ବିହାରର ୧୬ ଜିଲାରେ କରକାପାତ ସହ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶୁକ୍ରବାର ଅପରାହ୍ଣରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁଁ ୩୩ ଜଣଙ୍କ ପ୍ରାଣହାନୀ ଘଟିଛି। ପ୍ରବଳ ପବନ ଯୋଗୁଁ ପାଟନା ନିକଟ ମାନେରଠାରେ ଗଙ୍ଗାରେ ତିନିଟି ନୌକା…

କାଳବୈଶାଖୀ : ତାତିରୁ ମିଳିଲା ଆଶ୍ବସ୍ତି

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ତାତିରୁ ମିଳିଲା ଆଶ୍ବସ୍ତି । ପ୍ରବଳ ଗରମ ଭିତରେ ଆଶ୍ବସ୍ତି ଲାଭ କରିଛନ୍ତି ରାଜ୍ୟବାସୀ । ରାଜଧାନୀ ଭୁବନେଶ୍ବରରେ ବି କଳାବୈଶାଖୀ ବର୍ଷା ହୋଇଛି । ଗତକାଲି ମଧ୍ୟରାତ୍ରିରେ ପବନ,…

ବଜ୍ରଘାତ : ଦୁଇ ମୃତ, ତିନି ଗୁରୁତର

ନବରଙ୍ଗପୁର (ଓଡ଼ିଶା ଫାଷ୍ଟ ବ୍ୟୁରୋ): କାଳବୈଶାଖି ପ୍ରଭାବରେ ବଜ୍ରଘାତରେ ଦୁଇ ଜଣ ମୃତ ଘଟିଥିବାବେଳେ ତିନି ଗୁରୁତର ହୋଇଛନ୍ତି। ନବରଙ୍ଗପୁର ହାଟଭରଣ୍ଡି ଜଟିଆରପାରା ଠାରେ କାଳବୈଶାଖିର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖି ପ୍ରଭାବରେ ଘଡଘଡି ସହ ବିଜୁଳି ମାରିଛି। ବଜ୍ରଘାତରେ ମୃତକ…

ତାତିରୁ ମିଳିବ ଆଶ୍ୱସ୍ତି: ଭିଜାଇବ କାଳବୈଶାଖି ବର୍ଷା

ଭୁବନେଶ୍ବର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟବାସୀଙ୍କୁ ତାତିରୁ ମିଳିବ ଆଶ୍ୱସ୍ତି । ଆସୁଛି ପୁଣି ଏକ ଲଘୁଚାପ । ପୂବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୯ ତାରିଖ ସୁଦ୍ଧା ଏହି ଲଘୁଚାପ ସୃଷ୍ଟି ହେବାର ଆକଳନ କରିଛି…