Browsing Tag

Three lady candidate for BMC Mayer

ଭୁବନେଶ୍ୱର ମେୟର ପାଇଁ ତିନି ଦାବେଦାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜଧାନୀରେ ପ୍ରଥମଥର ପାଇଁ ମହିଳା ମେୟର ହେବା ଖବର ପ୍ରଚାରିତ ହେବାପରେ ହଇଚଇ ସୃଷ୍ଟି ହେଇଛି । ଏହା ଅନେକ ଦିନରୁ ଲାଗିରହିଥିବା ଦ୍ଵନ୍ଦରୁ ପରଦା ହଟାଇଛି । ଭୁବନେଶ୍ୱର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିବା ନେଇ ଚାଲିଥିଲା ଜୋରଦାର ଚର୍ଚ୍ଚାର ଅନ୍ତ ଘଟିଛି ।…