ସଲମାନଙ୍କ ହତ୍ୟା ଧମକ: ଲରେନ୍ସ ଗ୍ୟାଙ୍ଗର ହାତ!
ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ସଲମାନ ଖାନ, ସଲିମ ଖାନ ବହୁତ ଶୀଘ୍ର ତମ ମାନଙ୍କର ବି ଅବସ୍ଥା ସିଦ୍ଧୁ ମୁସେୱାଲା ଭଳି ହେବ । ଏହି ଧମକପୂର୍ଣ୍ଣ ଚିଠି ଆସିଛି ବଲିଉଡର ଭାଇଜାନ ସଲମାନ ଖାନ ଓ ତାଙ୍କ ପିତା ସଲିମ ଖାନଙ୍କ ନାଁରେ । ବଲିଉଡର ଏହି ଷ୍ଟାର ପରିବାରକୁ ମୁସେୱାଲି ଭଳି ଅବସ୍ଥା…