Browsing Tag

This time there will be eco retreat in 7 places

ଏଥର ୭ଟି ସ୍ଥାନରେ ହେବ ଇକୋ ରିଟ୍ରିଟ୍‍

ଚଳିତ ବର୍ଷ ରାଜ୍ୟର ୭ଟି ସ୍ଥାନ କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ, ପୁଟସିଲ୍‍ ଓ ସୋନାପୁରଠାରେ ଇକୋ ରିଟ୍ରିଟ୍‍ ଆୟୋଜନ କରାଯିବ । ଧଉଳୀ, ରଘୁରାଜପୁର, ଶିଖର ଚଣ୍ଡୀ ଇତ୍ୟାଦିର ଉନ୍ନତୀକରଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଭିତ୍ତିଭୂମି ଉନ୍ନୟନ ପାଇଁ ପ୍ରଥମ…