ସକାଳର ଏହି ଛୋଟ ଛୋଟ ଅଭ୍ୟାସ ଆମକୁ ମୋଟା ହେବାରେ ସାହାଯ୍ୟ କରିଥାଏ, ଯାହା ଆମେ ଜାଣିନଥାଉ
ଆପଣଙ୍କ ସ୍ୱାସ୍ଥ୍ୟ ନିର୍ଧାରଣ କରିଥାଏ ଆପଣ ଆପଣଙ୍କ ଦିନର ଆରମ୍ଭ କିପରି କରୁଛନ୍ତି l କାହିଁକି ନା ଗୋଟିଏ ସୁସ୍ଥ ଜୀବନ ବଂଚିବାକୁ ହେଲେ ଗୋଟିଏ ସୁସ୍ଥ ଜୀବନଶୈଳୀ ହିଁ ନିର୍ଭର କରିଥାଏ l ଗୋଟିଏ ହେଲଦୀ ମର୍ନିଙ୍ଗ ରୁଟିନ ମନ ଓ ଶରୀରକୁ ସୁସ୍ଥ ରଖିବାର ମୁଖ୍ୟ କାରଣ ଅଟେ l ସକାଳର ଅନେକ ଗୁଡିଏ…