ଏହି କାରଣରୁ ବିଳମ୍ବରେ ହୋଇଥାଏ ଆପଣଙ୍କର ସବୁ ମାସରେ ପିରିୟଡ୍ସ, ଖୁବ ଶୀଘ୍ର ବଦଳାନ୍ତୁ ଏହି ଅଭ୍ୟାସ ନ ହେଲେ ପଛରେ…
ଠିକ୍ ସମୟରେ ପିରିୟଡ୍ସ ନହେବାରୁ ମହିଳାଙ୍କ ମାନସିକ ସମସ୍ୟା ବଢ଼ିଯାଏ । ପିରିୟଡ୍ସ ବିଳମ୍ବ ହେବାର କାରଣ ସବୁବେଳେ ଗର୍ଭଧାରଣ ସହ ଜଡ଼ିତ ହୋଇଥାଏ । ପ୍ରତ୍ୟେକ ମହିଳାଙ୍କ ପିରିୟଡ୍ସ (ମାସିକ ଚକ୍ର) ଅଲଗା ହୋଇଥାଏ । କାହାର ୨୫ ଦିନରେ ତ’ କାହାର ୨୨ ଦିନରେ ପିରିୟଡ୍ସ ହୋଇଥାଏ । ଯଦି ପିରିୟଡ…