ତୃତୀୟ ସମନ୍ୱୟ ବୈଠକ ଶେଷ ସ୍ବାସ୍ଥ୍ୟ, ପରିମଳ ଓ ଯାତ୍ରୀଙ୍କ ରହଣି ବ୍ୟବସ୍ଥା ଉପରେ ଗୁରୁତ୍ୱ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତବର୍ଷ ରଥଯାତ୍ରାର ତୃତୀୟ ସମନ୍ବୟ ବୈଠକ ଗୁରୁବାର ଶେଷ ହୋଇଛି । ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ଏହି ବୈଠକରେ ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ଦେବସ୍ନାନ ପୂର୍ଣ୍ଣିମା,…