ପ୍ରଥମ ଦେଖାରେ ଝିଅମାନେ ପୁଅଙ୍କଠାରେ କେଉଁ ଗୁଣ ଦେଖିଥାନ୍ତି ?
ପହିଲି ପ୍ରେମର ପ୍ରଥମ ଦେଖା ପ୍ରେମିକାପ୍ରେମିକଙ୍କ ମନରେ ଏହା ଏକ ଅଭୁଲା ସ୍ମୃତି ହୋଇ ରହିଥାଏ। କାରଣ ପ୍ରଥମ ଦେଖାରେ ମନକୁ ଯେଉଁ ଭାବନା ଆସିଥାଏ ତାହା ସବୁଦିନ ପାଇଁ ମନରେ ରହିଯାଏ। ତେବେ ଏହି ପ୍ରଥମ ଦେଖାରେ ଝିଅମାନେ ପୁଅଙ୍କଠାରେ କେଉଁ ଗୁଣ ଦେଖିଥାନ୍ତି, ଜାଣନ୍ତୁ ସେ ସମ୍ପର୍କରେ ..…