ସକାଳୁ ସକାଳୁ ଖାଲି ପେଟରେ ଖାନ୍ତୁ ନାହିଁ ଏହିସବୁ ଖାଦ୍ୟ, ପରବର୍ତ୍ତୀ ସମୟରେ ଶରୀର ପାଇଁ ପଡିଥାଏ ବିପଦ
ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ପ୍ରତ୍ୟେକ ମଣିଷ ନିଜର ଖାଦ୍ୟପେୟ ଓ ଜୀବନଶୈଳୀକୁ ବିଗାଡି ରଖିଛନ୍ତି। ତେଣୁ ସୁସ୍ଥ ଶରୀର ପାଇଁ ଆପଣଙ୍କୁ ସଠିକ ସମୟରେ ଖାଦ୍ୟ ସେବନ କରିବା ଓ ସଠିକ ସମୟରେ ଶୋଇବା ନିହାତି ଜରୁରୀ ଅଟେ।
ପ୍ରଥମତଃ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅଧିକାଂଶ ଲୋକେ କାର୍ଯ୍ୟ…