ପୁଣି ମହଙ୍ଗା ମାଡ଼: ବ୍ରେକ୍ ଲାଗୁନି ପେଟ୍ରୋଲ ଡିଜେଲ ଦାମ୍ ବୃଦ୍ଧିରେ
ନୂଆଦିଲ୍ଲୀ: ଆଜି ପୁଣି ପେଟ୍ରୋଲ ଡିଜେଲ ଦାମ୍ ବୃଦ୍ଧି ପାଇଛି। ଲଗାତର ୮ ଦିନ ମଧ୍ୟରେ ବଢ଼ିଲାଣି ୭ ଥର ଦର । ଆଜି ପେଟ୍ରୋଲ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଥିବା ବେଳେ, ଡିଜେଲ ଲିଟର ପ୍ରତି ୭୦ ପଇସା ବୃଦ୍ଧି ପାଇଛି । ଗତ ଗୋଟିଏ ସପ୍ତାହକ ମଧ୍ୟରେ ତୈଳ ଦର ଲିଟର ପିଛା ମୋଟ ୪.୮୦ ପଇସା…