ଆସନ୍ତା ଅକ୍ଟୋବର ୧ରୁ ବଦଳିବ ବ୍ୟାଙ୍କର ଏହିସବୁ ନିୟମ; ଜାଣନ୍ତୁ କେଉଁଥିରେ ହେବ ସବୁ ପରିବର୍ତ୍ତନ
ଆସନ୍ତା ଅକ୍ଟୋବର ୧ରୁ ବ୍ୟାଙ୍କସେବାରେ ଅନେକ ନିୟମ ବଦଳିବାକୁ ଯାଉଛି । ଡେବିଟ ଏବଂ କ୍ରେଡିଟ କାର୍ଡ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ହେବାର ଆଶଙ୍କା କରାଯାଉଛି । ପରିବର୍ତ୍ତନ ହେବାକୁ ଥିବା ନିୟମ ମଧ୍ୟରେ ରହିଛି ଅନେକ ଯୋଜନା ।
ଆସନ୍ତୁ ଜାଣିବା ଆଉ କେଉଁ ସେବାରେ କଣ ପରିବର୍ତ୍ତନ କରାଯିବ…