ଆପଣ ମଧ୍ୟ ଛୋଟ ଛୋଟ କଥାରେ ଅଧିକ ଜୋରରେ ରାଗୁଛନ୍ତି କି ? ଭବିଷ୍ୟତରେ ଏହି ବଡ଼ ୩ ଟି ରୋଗରେ ହୋଇପାରନ୍ତି ଆକ୍ରାନ୍ତ
ଆମେ ସାଧାରଣ ଭାବରେ ଘରର ଗୁରୁଜନ ମାନଙ୍କ ଠାରୁ ଶୁଣିଛୁ ଯେ ଅତ୍ୟଧିକ କ୍ରୋଧ ଅନେକ ରୋଗର କାରଣ ହୋଇଥାଏ l ଆଜିର ଯୁବକ ମାନେ ଏହାକୁ ଗ୍ରହଣ କରନ୍ତୁ କି ନାହିଁ କିନ୍ତୁ ଏହା ନିହାତି ସତ୍ୟ ଅଟେ l ଗତ କିଛି ବର୍ଷ ମଧ୍ୟରେ ଡିପ୍ରେସନ, ଚିନ୍ତା , ଉତେଜନା , ଆକ୍ରୋଶ , କ୍ରୋଧ ଖୁବ ଦ୍ରୁତ ଗତିରେ…