Browsing Tag

there will be a discussion on the ornament counting: Justice Biswanath Rath

ମରାମତି ପରେ ଅଳଙ୍କାର ମଣତି ଗଣତି ନେଇ ଆଲୋଚନା ହେବ: ଜଷ୍ଟିସ ବିଶ୍ୱନାଥ ରଥ

ରତ୍ନଭଣ୍ଡାର ତଦାରଖ କମିଟି ବୈଠକ ଶେଷ। ବୈଠକ ସରିବା ପରେ ଜଷ୍ଟିସ ବିଶ୍ୱନାଥ ରଥ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ରତ୍ନଭଣ୍ଡାର ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର କରାଯିବ। ଏହାପରେ ମରାମତି କାରାଯିବ। ଉନ୍ନତ ବୈଷୟିକ ବ୍ୟବସ୍ଥାରେ ମରାମତି କାରାଯିବ। ରତ୍ନଭଣ୍ଡାର ମରାମତି ପାଇଁ…