ଗର୍ଭାବସ୍ଥା ଅଧିକ ଏସିଡ଼ିଟି ସମସ୍ୟା ହେଉଥଲେ, ଏହାକୁ କଲେ ଦୂର ହୁଏ ଏହି ସମସ୍ୟା
ଗର୍ଭାବସ୍ଥା ସମସ୍ତ ମହିଳାମାନଙ୍କ ପାଇଁ ଏକ ବହୁତ ସୁନ୍ଦର ସମୟ ହୋଇଥାଏ । ମା’ ହେବା ସମୟଟି ସମସ୍ତ ମହିଳାଙ୍କ ପାଇଁ ଜୀବନରେ ଏକ ନୂଆ ଆରମ୍ଭ ହୋଇଥାଏ । ହେଲେ ଗର୍ଭଧାରଣ ଯେତିକି ଖୁସିର ସମୟ ହୋଇଥାଏ, ବେଳେବେଳେ ଏହା ସେତିକି କଷ୍ଟଦାୟକ ଏବଂ ସମସ୍ୟାରେ ପରିପୂର୍ଣ୍ଣ ହୋଇଥାଏ । ତେବେ ପିଲାଟିକୁ…