Browsing Tag

The working budget was presented: A total of Rs 1

ଉପସ୍ଥାପିତ ହେଲା କାମଚଳା ବଜେଟ୍: ମୋଟ ୧ ଲକ୍ଷ ୬ ହଜାର ୪୯୭ କୋଟି ବ୍ୟୟବରାଦ

ଭୁବନେଶ୍ଵର : ଆଜି ବିଧାନସଭାରେ ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥକ ବର୍ଷର କାମଚଳା ବଜେଟ୍ ଉପସ୍ଥାପନ କରିଛନ୍ତି। ଏହାର ଆକାର ୧ଲକ୍ଷ ୬ ହଜାର କୋଟି ଟଙ୍କା । ଏଥିରେ ପଞ୍ଚାୟତିରାଜ ବିଭାଗ ପାଇଁ ୧୧ହଜାର ୧୨୩ କୋଟି, ଅର୍ଥ ବିଭାଗ ପାଇଁ ୧୮ହଜାର ୫୪୨ କୋଟି, ବିଦ୍ୟାଳୟ ଓ…