ତ୍ରିଶୁଳିଆ ବ୍ରିଜ ଉପରେ ସ୍କୁଟି ରଖି ନଦୀକୁ ଡେଇଁ ପଡ଼ିଲେ ମହିଳା !
କଟକ ତ୍ରିଶୁଳିଆର ସୁବାଷ ସେତୁ ଉପରେ ଥିବା ସ୍କୁଟିକୁ ନେଇ ବଢୁଛି ସସ୍ପେନ୍ସ। ଗାଡ଼ି ନମ୍ବର ପ୍ଲେଟରୁ ଆରୋହୀଙ୍କ ପରିଚୟ ଜଣାପଡିଛି। ସ୍କୁଟିଟି କଟକ ନୂଆବଜାର ଅଞ୍ଚଳର ମମତା ସାହୁଙ୍କର ବୋଲି ଜଣାପଡ଼ିଛି। ତେବେ ମମତାଙ୍କ ସନ୍ଧାନ ମିଳି ପାରିନି। ବ୍ରିଜ ଉପରେ ସ୍କୁଟିକୁ ରଖି ଦେଇ ସେ ନଦୀକୁ ଡେଇଁ…