ବଢ଼ିଲା ଭାରତୀୟ ନୌସେନାର ଶକ୍ତି, ସାମିଲ ହେଲା ଯୁଦ୍ଧପୋତ ‘ଆଇଏନ୍ଏସ୍ ମୋର୍ମୁଗାଓ’
ଭାରତ ମହାସାଗର ଅଞ୍ଚଳରେ ନିଜର ସାମର୍ଥ୍ୟ ବୃଦ୍ଧି କରିବା ଲାଗି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ 'ଗାଇଡେଡ୍ ମିସାଇଲ୍ ଡେଷ୍ଟ୍ରୟର୍' ଯୁଦ୍ଧପୋତ 'ଆଇଏନ୍ଏସ୍ ମୋର୍ମୁଗାଓ'କୁ ଆଜି ଭାରତୀୟ ନୌସେନାରେ ଅନ୍ତର୍ଭୁକ୍ତ କରାଯାଇଛି।
ନୌସେନା ମୁଖ୍ୟ ଆଡ୍ମିରାଲ୍ ଆର୍. ହରି କୁମାର…