୧୫ବର୍ଷ କିମ୍ବା ତାଠୁ ପୁରୁଣା ଗାଡ଼ି ଉପରେ ସମସ୍ତ ଟିକସ ଓ ଜରିମାନା ଛାଡ଼ କଲେ ରାଜ୍ୟସରକାର
କେନ୍ଦ୍ର ସରକାରଙ୍କର ଯୋଜନା ଅନୁଯାୟୀ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ସ୍କ୍ରାପିଂ ପଲିସିରେ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର। ଏଥିପାଇଁ ସରକାରୀ ପୁରୁଣାଗାଡ଼ିଗୁଡ଼ିକୁ ମାର୍ଚ୍ଚ ୩୧ ସୁଧା ହଟାଇ ନିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ତେବେ ବେସରକାରୀ ୧୫…