ବିଶାଖାପାଟଣାରେ ଖୋଲିଥିବା ‘ରୋଗୀ ସହାୟତା କେନ୍ଦ୍ର’ର ଅବଧିକୁ ବୃଦ୍ଧି କଲେ ରାଜ୍ୟ ସରକାର
ବିଶାଖାପାଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲା ଯାଇଥିବା 'ରୋଗୀ ସହାୟତା କେନ୍ଦ୍ର'ର ଅବଧିକୁ ରାଜ୍ୟ ସରକାର ଆଉ ବର୍ଷେ ପାଇଁ ବୃଦ୍ଧି କରିଛନ୍ତି ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏ…