୬ ଜଣ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କଲେ ରାଜ୍ୟ ସରକାର
ଛଅ ଜଣ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରିଲେ ରାଜ୍ୟ ସରକାର । IAS ନିକୁଞ୍ଜ ଧଳ, IAS ଅରିନ୍ଦମ ଡାକୁଆ, IAS ଅନୁପମା ଶାହ, OAS ପ୍ରସନ୍ନ କୁମାର ଷଡଙ୍ଗୀ, OAS ଚିତ୍ରସେନ୍ ରାଉତ୍, OFS ଉମେଶ ଚନ୍ଦ୍ର ତ୍ରିପାଠୀଙ୍କ ମଧ୍ୟରେ ବଣ୍ଟାଯାଇଛି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗ ।…