ଜଗାର ହେବ ଖପୁରୀ ପ୍ରତିରୋପଣ
ବହୁ ଚର୍ଚ୍ଚିତ ଯୋଡା ମୁଣ୍ଡ ଶିଶୁ ଜଗାର ଖପୁରୀ ପ୍ରତିରୋପଣ ଆଉ ୩ ବର୍ଷ ପରେ ହେବ ।
ଏନେଇ ଦିଲ୍ଲୀ ଏମ୍ସ ଡାକ୍ତର ସ୍ପଷ୍ଟ କରିଛନ୍ତି । ଜଗାର ଅବସ୍ଥା ପୂର୍ବ ପରି ସ୍ଥିର ରହିଛି । ସେ ସ୍ବାଭାବିକ ଭାବେ ଚଲାବୁଲା କରିବା ସହ ଜୀବନ ନିର୍ବାହ କରୁଛି । ତା'ର ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଛି…