ସଂସଦର ସୁରକ୍ଷା ବିଭ୍ରାଟ ଘଟଣା, ନିଲମ୍ବିତ ସଂଖ୍ୟା ୧୪୧ରେ ପହଞ୍ଚିଲା
ସଂସଦର ସୁରକ୍ଷା ବିଭ୍ରାଟ ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ବିରୋଧୀ ଦଳର ଆଭିମୁଖ୍ୟ ଜାରି ରହିଛି। ଲୋକସଭାରେ ବାଚସ୍ପତିଙ୍କୁ ଅପମାନିତ କରିଥିବା ଅନେକ ସାଂସଦଙ୍କୁ ଆଜି ପୁଣି ନିଲମ୍ବିତ କରାଯାଇଛି। ଏଥିମଧ୍ୟରେ କଂଗ୍ରେସ ସାଂସଦ ଶଶି ଥରୁର, ଏସପି ସାଂସଦ ଡିମ୍ପଲ ଯାଦବ…