ବଲାଙ୍ଗୀରରେ ସରିଲା ଟଙ୍କା ଗଣା; ବାହାରିଲା ୧୭୦ କୋଟି
ବଲାଙ୍ଗୀର ସୁଦପଡ଼ା ମଦଭାଟିରେ ଆଇଟି ରେଡ ପରେ ଚାଲିଥିବା ଟଙ୍କା ଗଣା ଶେଷ ହୋଇଛି । ତୃତୀୟ ଦିନରେ ଟଙ୍କାର ପାହାଡ଼କୁ ଗଣି ସଫା ଶେଷ କରିଛନ୍ତି ବ୍ୟାଙ୍କ କର୍ମଚାରୀ । ଗଣତି ପରେ ବ୍ୟାଙ୍କରୁ ବାହାରି ଦୀର୍ଘ ନିଶ୍ବାସ ପକାଇଛନ୍ତି ବ୍ୟାଙ୍କ କର୍ମଚାରୀ । ମୋଟ ୧୭୦ କୋଟି ଟଙ୍କା ଗଣତି ସରିଛି…