କେନ୍ଦ୍ର ସରକାର ଆଣିବେ ନୂଆ ନିୟମ, ‘ଡିପ୍ଫେକ୍’ ପ୍ରସ୍ତୁତକାରୀଙ୍କୁ ମିଳିବ ଦଣ୍ଡ
ବଢିଚାଲିଥିବା ଡିପ୍ଫେକ୍ ସମସ୍ୟାର ସମାଧାନ ପାଇଁ ନୂଆ ନିୟମ ଆଣିବେ କେନ୍ଦ୍ର ସରକାର। ଗୁରୁବାର ଦିନ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଏକ ନୂତନ ଆଇନ ଆଣିବେ ଯାହା ଡିପ୍ଫେକ୍ କୁ ନେଇ ଚିନ୍ତାର ମୁକାବିଲା ପାଇଁ ବିଦ୍ୟମାନ ଆଇନରେ ସଂଶୋଧନ କରିବ।…