ଏହି କାରଣରୁ ଆଜିକାଲିର ଯୁବପିଢିଙ୍କଠାରେ ଦେଖାଯାଉଛି ସ୍ମରଣ ଶକ୍ତିର ଅଭାବ
ଗୋଟିଏ ନିର୍ଦିଷ୍ଟ ବୟସ ପରେ ଆମେ କିଛଟା କାମକୁ କରିବା ପାଇଁ ଭୁଲି ଯାଇଥାଉ l ଏହାକୁ ଆମେ ବୟସ ବଢିବା ସହ ସ୍ମୃତି ହୀନତା ର କାରଣ ଭାବି ଥାଉ l କିନ୍ତୁ ଆଧୁନିକ ଜୀବନ ଶୈଳୀ ରେ ଯୁବା ପିଢ଼ି ଙ୍କ ନିକଟରେ ମେମୋରୀ ଲସ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି l ଏଥିରେ ଖରାପ ଲାଇଫ ଷ୍ଟାଇଲ ମୁଖ୍ୟ…