Browsing Tag

The judicial term of Prath Chatterjee and Arpita Mukherjee has been extended

ବଢ଼ିଲା ପ୍ରାର୍ଥ ଚାଟାର୍ଜୀ ଓ ଅର୍ପିତା ମୁଖାର୍ଜୀଙ୍କ ବିଚାରବିଭାଗୀୟ ହାଜତ ମିଆଦ

ସିବିଆଇ ସ୍ୱତନ୍ତ୍ର କୋର୍ଟ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ପ୍ରାର୍ଥୀ ଚାଟାର୍ଜୀଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ଫେବୃଆରୀ ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ହାଜତ ମିଆଦ ମଧ୍ୟ ପୂର୍ବରୁ ସେହି ତାରିଖ ପର୍ଯ୍ୟନ୍ତ ବଢାଯାଇଥିଲା।…