Browsing Tag

The Indian team for the T20 World Cup has been announced

ଟି-୨୦ ବିଶ୍ବକପ ପାଇଁ ଘୋଷଣା ହେଲା ଭାରତୀୟ ଦଳ

ଘୋଷଣା ହେଲା ଭାରତୀୟ ବିଶ୍ବକପ ଦଳ । ବିସିସିଆଇ ଟି-୨୦ ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ରୋହିତ ଶର୍ମାଙ୍କ ନେତୃତ୍ବରେ ଖେଳିବ ଟିମ ଇଣ୍ଡିଆ । ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ),ହାର୍ଦ୍ଦିକ ପାଣ୍ଡ୍ୟା(ଉପଅଧିନାୟକ)ଙ୍କ ସହ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଯଶସ୍ବୀ…