ମାଞ୍ଜା ସୂତା ବ୍ୟବହାର ଉପରେ ରୋକ ଲଗାଇଲେ ହାଇକୋର୍ଟ
ପ୍ଲାଷ୍ଟିକ ମାଞ୍ଜା ସୂତା ବା ଗୁଡ଼ି ଉଡ଼ାଇବା ସୂତା ବ୍ୟବହାର ଉପରେ ରୋକ ଲଗାଇଲେ ହାଇକୋର୍ଟ। ଏନେଇ ହାଇକୋର୍ଟ କଟକ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। କାରଣ ଆଗକୁ ପୁରୁଷ ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ବେଳେ ସହରରେ ବଢିବ। ତେଣୁ ଭିଡରେ ପ୍ଲାଷ୍ଟିକ ଗୁଡ଼ି ସୂତାକୁ ନେଇ ଯେପରି କୌଣସି…